ଦେଶରେ କମୁଛି କରୋନା ସଂକ୍ରମଣ: ଆଜି ୧୮,୮୭୦ କରୋନା ସଂକ୍ରମିତ ଓ ୨୮,୧୭୮ ସୁସ୍ଥ
ଦିଲ୍ଲୀ: ସେପ୍ଟେମ୍ବର ୨୯ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮,୮୭୦ ରହିଛି । ଆଜିର ନୂଆ ଚିହ୍ନଟଙ୍କୁ ମିଶାଇ ଏବେ ଦେଶରେ ମୋଟ ୩ କୋଟି ୩୭ ଲକ୍ଷ ୧୬ ହଜାର ୪୫୧ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି…