ବିଶ୍ବ ଦୁନିଆ ସାମ୍ନାକୁ ଆସିଲେ କିମ୍ ଜୋଙ୍ଗ ଉନଙ୍କ ଝିଅ Nov 21, 2022 ନୂଆଦିଲ୍ଲୀ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଝିଅ ପ୍ରଥମ ଥର ଦୁନିଆ ସାମ୍ନାକୁ ଆସିଛନ୍ତି । କିମ ଜୋଙ୍ଗ ଉନ ଶନିବାର ନିଜ ଝିଅ ସହିତ କୋରିଆର ସବୁଠାରୁ ବଡ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଲଞ୍ଚିଂରେ…