ଜୀବନଚର୍ଯ୍ୟା କେଶର ପିସ୍ତା ଫିରିନୀ Feb 28, 2022 ସାମଗ୍ରୀ - ଅଳ୍ପ ପରିମାଣ କେଶର, ୧୦ର ୧୨ଟି ପେସ୍ତା ବାଦାମ, ସର କଢା ଖୀର, ୩ ଚାମଚ ବାସୁମତି ଚାଉଳ, ଆଳ୍ପ ପରିମାଣ ଗୁଜୁରାତି ଗୁଣ୍ଡ, ୩ଚାମଚ ସୁଇଟନର । ପ୍ରଣାଳୀ- ପ୍ରଥମେ କ୍ଷୀରକୁ ସିଝିବା ପାଇଁ ବସାଇ ଦିଅନ୍ତୁ ।…