ଜୀବନଚର୍ଯ୍ୟା ‘ଆମଲେଟ୍ ମ୍ୟାନ’ ଅଫ୍ ଇଣ୍ଡିଆ Mar 11, 2022 ମାତ୍ର ୫ ଟଙ୍କାରେ ମିଳୁଛି ସ୍ୱାଦିଷ୍ଟ ଆମଲେଟ୍ । ଆପଣଙ୍କୁ ଏହା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗୁଥିବ । କାରଣ ଦିନକୁ ଦିନ ଯେପରି ଭାବେ ସମସ୍ତ ଜିନିଷ ଓ ଖାଦ୍ୟପେୟର ଦାମ ବଢୁଛି, ୫ ଟଙ୍କାରେ ଆମଲେଟ୍ ମିଳିବା ଅସମ୍ଭବ ।…
ଦେଶ- ବିଦେଶ ଦିଲ୍ଲୀ ସମେତ 4 ରାଜ୍ୟରେ ଖୋଲିଲା ସ୍କୁଲ୍ Feb 7, 2022 ନୂଆଦିଲ୍ଲୀ: ଫେବୃଆରୀ ୦୭: ୯ ରୁ ୧୨ ଶ୍ରେଣୀ ପ।ଇଁ କ୍ଲ।ସ୍ ଆଜି ଦିଲ୍ଲୀ, ଉତ୍ତରପ୍ରଦେଶ, କେରଳ, ଓଡିଶ। ଏବଂ ବିହ।ରରେ ପୁନଃ ଆରମ୍ଭ ହୋଇଛି । ଦିଲ୍ଲୀରେ, ନର୍ସରୀରୁ ଅଷ୍ଟମ ଶ୍ରେଣୀ ପ।ଇଁ କ୍ଲ।ସ୍ ଫେବୃଆରୀ ୧୪ରୁ ଆରମ୍ଭ ହେବ…
ଦେଶ- ବିଦେଶ ଦିଲ୍ଲୀରେ ୪ ନୂଆ ଓମିକ୍ରନ ସଂକ୍ରମିତ ଚିହ୍ନଟ: ଦେଶରେ ଏବେ ୪୫ ସଂକ୍ରମିତ Dec 14, 2021 ଦିଲ୍ଲୀ: ଡିସେମ୍ବର ୧୪: ଦକ୍ଷିଣ ଆଫ୍ରିକାରୁ ଆରମ୍ଭ ହୋଇଥିବା ଓମିକ୍ରନ ଏବେ ଧୀରେ ଧୀରେ ଏସିଆ ମହାଦେଶରେ ବ୍ୟାପିବାକୁ ଲାଗିଛି । ଗତକାଲି ମହାରାଷ୍ଟ୍ରରେ ଦୁଇଜଣ କରୋନା ସଂ୍ରକମିତ ଚିହ୍ନଟ ହୋଇଥିଲା ବେଳେ ଆଜି ଦିଲ୍ଲୀରେ ୪ଜଣ…
ଦେଶ- ବିଦେଶ ୨୪ ଘଣ୍ଟାରେ ଦେଶରେ ୨୭, ୧୭୬ କରୋନ ସଂକ୍ରମିତ ଓ ୨୮୪ ମୃତ Sep 15, 2021 ଦିଲ୍ଲୀ: ସେପ୍ଟେମ୍ବର ୧୫ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭,୧୭୬ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୩୮, ୦୧୨ ଜଣ ସୁସ୍ଥ ହୋଇଛନ୍ତି । ସଂକ୍ରମିତ ଅପେକ୍ଷା କରୋନା ସୁସ୍ଥଙ୍କ ସଂଖ୍ୟା ଅଧିକ…