ଦେଶ- ବିଦେଶ ୩୦ବର୍ଷ ପରେ କଶ୍ମୀରବାସୀ ବଡ଼ ପରଦାରେ ଦେଖିବେ ବଲିଉଡ ଫିଲ୍ମ Jun 24, 2020 ନୂଆଦିଲ୍ଲୀ: ଜୁନ ୨୪:କାଶ୍ମିରବାସୀଙ୍କ ପାଇଁ ଖୁସି ଖବର । ପ୍ରାୟ ୩୦ ବର୍ଷ ପରେ କଶ୍ମୀରବାସୀ ବଡ଼ ପରଦାରେ ବଲିଉଡ ଫିଲ୍ମ ଦେଖିବାକୁ ସୁଯୋଗ ପାଇପାରିବେ ବୋଲି ଆଶା କରାଯାଉଛି । ଇତି ମଧ୍ୟରେ ଶ୍ରୀନଗରରେ ଏକ ତିନି ମହଲା…