Browsing Tag

kale

‘ଭିଟାମିନ-କେ’ର ଉପାଦେୟତା

ଅନ୍ୟ ଭିଟାମିନ ପରି ଭିଟାମିନ କେ ମଧ୍ୟ ଆମ ଶରୀର ପାଇଁ ବହୁତ ଜରୁରୀ । ଏହାର ସବୁଠୁ ଗୁରୁତ୍ୱପୂର୍ଣ୍ଣ କାମ ହେଉଛି ଯେ ଏହା ମାନବ ଶରୀରରେ ରକ୍ତକୁ ଜମାଟ ବାନ୍ଧିବାରେ ସାହାଯ୍ୟ କରେ । ଏହା ବିନା ଶରୀରରେ ହୋଇଥିବା ଛୋଟ କ୍ଷତ…