Browsing Tag

Justices A Muhamed Mustaque

’ୟୁଜ୍‌ ଆଣ୍ଡ୍‌ ଥ୍ରୋ’ ସଂସ୍କୃତି ଆଜିକାଲି ବୈବାହିକ ସମ୍ପର୍କକୁ ପ୍ରଭାବିତ କରୁଛି : କେରଳ ହାଇକୋର୍ଟ

ତିରୁଅନନ୍ତପୁରମ୍‌ : କେରଳ ହାଇକୋର୍ଟ ଆଜିର ସମାଜରେ ବିବାହ ଓ ଏହାର ପବିତ୍ରତା ନଷ୍ଟ ହେଉଥିବା ନେଇ ନିଜର ଉଦ୍‌ବେଗ ପ୍ରକାଶ କରିଛନ୍ତି । ଜଷ୍ଟିସ୍‌ ଏ ମହମ୍ମଦ ମୁସ୍ତାକ ଓ ଜଷ୍ଟିସ୍‌ ସୋଫି ଟମାସଙ୍କ ଖଣ୍ଡପୀଠ କହିଲେ ଯେ…

ମୁସଲମାନଙ୍କ ଛାଡପତ୍ର, ଦ୍ୱିତୀୟ ବିବାହ ରୋକିପାରିବେନି କୋର୍ଟ

କୋଚି : ମୁସଲମାନଙ୍କ ଛାଡ଼ପତ୍ର ଏବଂ ଦ୍ୱିତୀୟ ବିବାହ ରୋକିପାରିବେନି କୋର୍ଟ । କେରଳ ହାଇକୋର୍ଟ ଏହି ମନ୍ତବ୍ୟ ରଖିଛନ୍ତି । ଫ୍ୟାମିଲି କୋର୍ଟରୁ ଲଗାଇଯାଇଥିବା ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦୁଇଟି ଆବେଦନ…