ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବ୍ୟାପିଲା ଝାଡ଼ାବାନ୍ତି: ଲଖନପୁରରେ ଝାଡ଼ାବାନ୍ତି ୪୦ ଅସୁସ୍ଥ, ଜଣେ ମୃତ
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକରେ ଝାଡ଼ାବାନ୍ତି ବ୍ୟାପିଛି । ଦୁଇ ଦିନ ମଧ୍ୟରେ ଝାଡ଼ାବାନ୍ତିରେ ୩୦ରୁ ଉର୍ଦ୍ଧ ଆକ୍ରାନ୍ତ ହୋଇଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ପ୍ରଥମେ ଲଖନପୁର ବ୍ଲକ ବାଦିମାଲ…