ପୂର୍ବତନ ମୁଖ୍ୟମନ୍ତ୍ରୀ ଫଡନାବିଶଙ୍କ ପତ୍ନୀଙ୍କ ଫଟୋ ସେୟାର କଲେ ନବାବ: ଫଡନାବିଶ କହିଲେ- ଦୀପାବଳି ପରେ ବୋମା ଫୁଟାଇବି
ମହାରାଷ୍ଟ୍ର: ନଭେମ୍ବର ୦୧: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କ ଗିରଫ ପରେ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଉଠିଛି । ବର୍ତ୍ତମାନର ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ ଏଥିପାଇଁ ବହୁ…