ବ୍ୟାଙ୍କରୁ ୧୧ କୋଟି ଟଙ୍କାର କଏନ୍ ଗାଏବ ଘଟଣାରେ ୨୫ଟି ସ୍ଥାନରେ ସିବିଆଇ ରେଡ୍
ନୂଆଦିଲ୍ଲୀ: ରାଜସ୍ଥାନର କରୌଲି ସ୍ଥିତି ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍ବିଆଇ)ର ଷ୍ଟ୍ରଙ୍ଗରୁମରୁ ୧୧ କୋଟି ଟଙ୍କାର କଏନ୍ ଗାଏବ ହେବା ଘଟଣାରେ ଧରପଗଡ଼ ଆରମ୍ଭ କରିଛି ସିବିଆଇ । ଆଜି ସିବିଆଇ ଏହି ଘଟଣାରେ ୨୫ଟି ସ୍ଥାନରେ…