Feature ଦୁର୍ଗା ପୂଜାର କିଛି ଜଣା ଅଜଣା କଥା Oct 6, 2022 ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ପାଳିତ ହୋଇଥାଏ ଦଶହରା । ମା ଦୁର୍ଗା ୯ ରାତି ୧୦ ଦିନ ଯୁଦ୍ଧ କରିବା ପରେ ଏହି ଦିନ ମହିଷାସୁରକୁ ବଧ କରିଥିଲେ । ଏହା ସହିତ ପ୍ରଭୁ ଶ୍ରୀରାମ ଏହିଦିନ ରାବଣକୁ ବଧ କରିଥିଲେ । ଏହାକୁ…