ବିଶ୍ବ ବିରଳ ରୋଗରେ ପୀଡ଼ିତ ଇନଷ୍ଟା ଷ୍ଟାର୍ Jan 4, 2022 ଦୁନିଆରେ ଏପରି ଅନେକ ରୋଗ ଅଛି, ଯାହା ବିରଳ ବର୍ଗରେ ପଡ଼େ । ସେଗୁଡ଼ିକ ବିଷୟରେ ଜାଣିବା ପରେ, ଆପଣ ମଧ୍ୟ ଭାବିବେ ଯେ ଏପରି କୌଣସି ରୋଗ ହୋଇପାରେ କି । ତେବେ ନୁ୍ୟଜିଲାଣ୍ଡର ଟାଇଲା ଏଭଳି ଏକ ବିରଳ ରୋଗରେ ପୀଡିତ ଅଛନ୍ତି, ଯିଏ…