ରାଜନୀତି ୭୭ ମନ୍ତ୍ରୀଙ୍କୁ ନେଇ ନୂଆ ଦଳ କଲେ ମୋଦି Nov 15, 2021 ଦିଲ୍ଲୀ : ନଭେମ୍ବର ୧୫: ଶାସନ ବ୍ୟବସ୍ଥାକୁ ଦୃଢ଼ ଏବଂ ଶକ୍ତିଶାଳୀ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ସେ ମନ୍ତ୍ରୀମଣ୍ଡଳର ସମସ୍ତ ୭୭ ମନ୍ତ୍ରୀଙ୍କୁ ନେଇ ୮ଟି ଦଳ ଗଠନ କରିଛନ୍ତି । ମନ୍ତ୍ରୀ…
ଦେଶ- ବିଦେଶ ବିବାଦୀୟ ମନ୍ତବ୍ୟ ଯୋଗୁଁ କଙ୍ଗନା ହରାଇପାରନ୍ତି ପଦ୍ମଶ୍ରୀ ସମ୍ମାନ Nov 12, 2021 ମୁମ୍ବାଇ:ନଭେମ୍ବର ୧୨: ଦେଶକୁ ମିଳିଥିବା ସ୍ୱାଧୀନତା ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଡ଼ୁଆ ବଢ଼ିପାରେ । ତାଙ୍କର ସେହି ବିବାଦୀୟ ବୟାନ ପରେ…
ଦେଶ- ବିଦେଶ କେଦାରନାଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ବିରୋଧ Nov 3, 2021 ଉତ୍ତରାଖଣ୍ଡ: ଭଭେମ୍ବର ୦୩: ନଭେମ୍ବର ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଦାରନାଥ ଗସ୍ତକୁ ଜୋରଦାର ବିରୋଧ କରିଛନ୍ତି ସେବାୟତମାନେ । ଏହି ସମୟରେ ସେବାୟତମାନଙ୍କୁ ଶାନ୍ତ କରିବାକୁ ଏବେ କେଦାରନାଥରେ ପହଞ୍ଚିଛନ୍ତି…
ରାଜନୀତି ୱାଙ୍ଖଡେଙ୍କୁ ପୁଣି ଟାର୍ଗେଟ କଲେ ନବାବ Nov 2, 2021 ମୁମ୍ବାଇ: ନଭେମ୍ବର: ୦୨: ମହାରାଷ୍ଟ୍ର କ୍ରୁଜ୍ ଡ୍ରଗ୍ସ ମାମଲାରେ ସୁପରଷ୍ଟାର ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଏନ୍ସିବି ହାତରେ ଧରାପଡ଼ିବା ପରେ ମହାରାଷ୍ଟ୍ର ରାଜନୀତିର ମାହୋଲ ଏକ ପ୍ରକାର ବଦଳିଯାଇଛି । କେଉଁଠି ରାଜନୀତି ଦଳ…
ଓଡ଼ିଶା ନଭେମ୍ବର ୧ରେ ବିଜେଡି କରିବ ରାଜ୍ୟବ୍ୟାପି ପ୍ରତିବାଦ Oct 30, 2021 ଭୁବନେଶ୍ୱର: ଅକ୍ଟୋବର ୩୦: କରୋନା କାଳରେ ରାଜ୍ୟର ଲୋକଙ୍କ ପାଖରେ କାମ ନାହିଁ । ଏହିପରି ପରିସ୍ଥିତିରେ ପୁଣି ମହଙ୍ଗା ମାଡ଼ । ତେଲଠାରୁ ଆରମ୍ଭ କରି ପନିପରିବା ପର୍ଯ୍ୟନ୍ତ ସବୁର ଦରଦାମ ବୃଦ୍ଧି ପାଉଛି । ଏହି ସବୁ…
ଦେଶ- ବିଦେଶ ୟୁପି କଂଗ୍ରେସରେ ମହିଳାଙ୍କୁ ୪୦ ପ୍ରତିଶତ ଟିକେଟ: ପ୍ରିୟଙ୍କା Oct 19, 2021 ଉତ୍ତରପ୍ରଦେଶ: ଆଗକୁ ଆସୁଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ କଂଗ୍ରେସ ୟୁପିରେ ମହିଳା କାର୍ଡ ଖୋଲି ଦେଇଛି । ମହିଳାଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରି ବିଧାନସଭା ନିର୍ବାଚନକୁ ଜିତିବାକୁ ଚାହିଁଛି…
ଦେଶ- ବିଦେଶ ଉତ୍ତରାଖଣ୍ଡ ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା: ବିଜେପି ଛାଡ଼ିଲେ ଦୁଇ ମନ୍ତ୍ରୀ Oct 11, 2021 ଡେରାଡ଼ୁନ: ଅକ୍ଟୋବର ୧୧: ଉତ୍ତରାଖଣ୍ଡ ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ବଡ଼ ଝଟକା । ବିଜେପିରେ ଥିବା ଟାଣୁଆ ନେତା ଓ ତାଙ୍କ ପୁଅ ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି । ଉତ୍ତରାଖଣ୍ଡ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ…
ଦେଶ- ବିଦେଶ ବିମାନବନ୍ଦର ଚଟାଣରେ ବସିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ Oct 5, 2021 ଲକ୍ଷ୍ମୌ: ଅକ୍ଟୋବର ୦୫: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସାକୁ ନେଇ ରାଜନୀତିରେ ଝଡ଼ ଦେଖାଯାଇଛି । ଆଜି ଏହି ଘଟଣାକୁ କେନ୍ଦ୍ର କରି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଲକ୍ଷ୍ମୌର ବିମାନବନ୍ଦର ଚଟାଣରେ ବସିଛନ୍ତି ।…
ଦେଶ- ବିଦେଶ ପ୍ରିୟଙ୍କା ଗାନ୍ଧୀ ଗିରଫ Oct 5, 2021 ଉତ୍ତରପ୍ରଦେଶ: କଂଗ୍ରେରର ସାଧାରଣ ସମ୍ବାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ସୀତାପୁରରୁ ଉତ୍ତରପ୍ରଦେଶ ପୋଲିସ ଗିରଫ କରିଛି । ଗିରଫ ପରେ ପୋଲିସ ତାଙ୍କୁ ସୀତାପୁର ପିଏସି ଗେଷ୍ଟ ହାଉସ୍ରେ ରଖିଛି । ଭୋର୍ ପ୍ରାୟ ସାଢ଼େ ୪ଟାରୁ…
ଦେଶ- ବିଦେଶ ସିଦ୍ଧୁଙ୍କ ଇସ୍ତଫା ନେଇ ମନୀଷଙ୍କ କଟାକ୍ଷ: କହିଲେ ପଞ୍ଜାବ କନ୍ଦଳରେ ପାକିସ୍ତାନ ଖୁସି Sep 29, 2021 ଚଣ୍ଡୀଗଡ଼: ସେପ୍ଟେମ୍ବର ୨୯: ଗତକାଲି ପଞ୍ଜାବ କଂଗ୍ରେସର ସଭାପତି ପଦରୁ ନବଜୋତସିଂହ ସିଦ୍ଧୁ ଇସ୍ତଫା ଦେଇଥିଲେ । ତାଙ୍କର ଇସ୍ତଫା ପରେ ଏବେ କଂଗ୍ରେସ ଭିତରେ କନ୍ଦଳ ଦେଖାଯାଇଛି । କଂଗ୍ରେସର ବରିଷ୍ଠ ନେତା ତଥା ଆନନ୍ଦପୁର…