ଦେଶ- ବିଦେଶ ପୋଷ୍ଟ ପେମେଣ୍ଟ ବ୍ୟାଙ୍କକୁ ଆର୍ଥିକ ସହାୟତା ଦେବେ ସରକାର Apr 28, 2022 ନୂଆଦିଲ୍ଲୀ: ଅପ୍ରେଲ ୨୮: ଭାରତୀୟ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇବେ ସରକାର । ଏଥିପାଇଁ କେନ୍ଦ୍ର କ୍ୟାବିନେଟ୍ ୮୨୦ କୋଟି ଟଙ୍କା ସହାୟତା ଉପରେ ମଞ୍ଜୁରୀ ପ୍ରଦାନ କରିଛି । ଏକ ବିଶେଷ ସୂତ୍ରରୁ…