ଦେଶରେ ଏବେ ମୋଟ ପ୍ରାୟ ୧୭ ଲକ୍ଷ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଲେଣି
ଭୁବନେଶ୍ୱର:ଅଗଷ୍ଟ ୧୩:ଭାରତରେ କରୋନା ମୁକାବିଲା କ୍ଷେତ୍ରରେ ଆଜି ଏକ ନୂଆ ସଫଳତା ମିଳିଛି । ଗୋଟିଏ ଦିନରେ ରେକର୍ଡ ସର୍ବାଧିକ 56,383 ଜଣ ରୋଗମୁକ୍ତ ହୋଇଛନ୍ତି । ଏଥିସହିତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 17 ଲକ୍ଷ…