କାଶରେ ଦେଖାଯାଉଛି କି ଏହି ଲକ୍ଷଣ ! ଚିକିତ୍ସାରେ କରନ୍ତୁ ନାହିଁ ଅବହେଳା
ଶୀତ ଦିନରେ ଥଣ୍ଡା କାଶ ଏକ ସାଧାରଣ କଥା । ହେଲେ ବହୁ ସମୟ ଯାଏ କାଶ ଲାଗିରହୁଥିଲେ ତୁରନ୍ତ ଚିକିତ୍ସା କରନ୍ତୁ । ଫୁସ୍ଫୁସ୍ ଜନିତ ସମସ୍ୟା ଦେଖାଗଲେ ସାଧାରଣତ କାଶ ହୋଇଥାଏ । ଯଦି କାଶରେ ରକ୍ତ ପଡ଼ିବା କିମ୍ବା କାଶିବା ସମୟର…