Feature ଚାରି ବର୍ଷର ଝିଅ ପ୍ରତିଦିନ ଖାଉଛି ୨,୧୦୦ କ୍ୟାଲୋରି ଖାଦ୍ୟ Feb 4, 2022 ଆମେରିକାର ଜଣେ ଚାରି ବର୍ଷର ଝିଅ ସାମ୍ନା କରୁଛି ଏକ ବିରଳ ପରିସ୍ଥିତିର । ଶିଶୁଟି ପ୍ରତିଦିନ ୨୧୦୦ କ୍ୟାଲୋରିର ଖାଦ୍ୟ ଖାଉଛି । ଘଟଣାଟି ଆଶ୍ଚର୍ଯ୍ୟକର ଲାଗୁଥିଲେ ମଧ୍ୟ ସତ । ଏନା ରିଲେ ନାମକ ଏହି ଶିଶୁ ପ୍ରତିଦିନ ଜଣେ…