ଜୀବନଚର୍ଯ୍ୟା ମହାରାଷ୍ଟ୍ରର ନଡିଆ ମିଠା ଭାତ Sep 15, 2021 ସାମଗ୍ରୀ - ଅଧା କପ୍ ବାସୁମତି ଚାଉଳ, ଅଳ୍ପ କିଛି କେଶର, ଏକ ଚାମଚ ଘିଅ, ୧୦ଟି କାଜୁ, ୩ ଚାମଚ କିସମିସ, ଅଧା କପ୍ ଗୁଡ, ଅଧାକପ୍ କୋରା ନଡିଆ, ୨ଟି ଗୁଜୁରାତି, ୩ଟି ଲବଙ୍ଗ, ଡାଲଚିନି ଏକ ଖଣ୍ଡ, ଅଧା ଚାମଚ ଗୁଜୁରାତି…