୫ମାସ ବଢ଼ିଲା ଗରିବ କଲ୍ୟାଣ ଅନ୍ନ ଯୋଜନା; ଓଡିଶା ଅଧିକ ଲାଭ ପାଇବ : ଧର୍ମେନ୍ଦ୍ର
ଭୁବନେଶ୍ୱର : ଜୁନ ୩୦:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରୀବ କୃଷକ ଏବଂ ଶ୍ରମିକ ସମେତ ଦେଶର ୮୦କୋଟିରୁ ଊଦ୍ଧ୍ୱର୍ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ପାଞ୍ଚ ମାସ ପାଇଁ…