ଦେଶ- ବିଦେଶ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷର୍ା: ଭୂÕଳନ ହେତୁ ଜାତୀୟ ରାଜପଥ ବନ୍ଦ Aug 28, 2021 ଦିଲ୍ଲୀ ଅଗଷ୍ଟ ୨୮: ଗତକାଲି ରାତି ଠାରୁ ଉତ୍ତରାଖଣ୍ଡରେ ଲଗାତାର ବର୍ଷା ଯୋଗୁଁ ବହୁ ଅଞ୍ଚଳ ଜଳମଗ୍ନ ରହିବା ସହିତ ପାହାଡ଼ରୁ ମାଟି ଧସି ହୋଇ ରାସ୍ତା ବନ୍ଦ ହୋଇଯାଇଛି । ଭୂÕଳନ ହେତୁ ମୋଟ ଉପରେ ରାଜ୍ୟର ୫ଟି ଜାତୀୟ ରାଜପଥ ସମେତ…
ଦେଶ- ବିଦେଶ ବିହାରରେ ବନ୍ୟା, ୧୬ଟି ଜିଲ୍ଳାରେ ପାଣି, ୩୪ ଲକ୍ଷ ଲୋକ ପ୍ରଭାବିତ Aug 18, 2021 ଭୁବନେଶ୍ୱର: ଅଗଷ୍ଟ ୧୮: ବିହାରରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଉଠିଛି । ଗଙ୍ଗା ଓ ବୁଢ଼ା ଗଣ୍ଡକ ନଦୀର ପାଣି ଫୁଲି ବିହାରର ପ୍ରାୟ ୧୬ଟି ଜିଲ୍ଲାରେ ପଶିଯାଇଛି । ଫଳରେ ରାଜ୍ୟର ୩୪ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି ।…