Feature ଦେବାଳିଆ ସ୍ଥିତିରେ ଶ୍ରୀଲଙ୍କା Apr 5, 2022 ଲଙ୍କା କିଲୋ ୭୦୦ ଟଙ୍କା, ଆଳୁ କିଲୋ ପିଛା ୨୦୦ ଟଙ୍କା, ଆଉ କ୍ଷୀରର ମୂଲ୍ୟ ଏତେ ଦାମ୍ ଯେ ଲୋକମାନେ ଚା’ ଢୋକେ ପିଇବାକୁ ଝୁରୁଛନ୍ତି । ଖାଦ୍ୟପଦାର୍ଥର ଦରଦାମ ଏତେ ଯେ ସାଧାରଣ ଲୋକ ଓଳିଟିଏ ପେଟପୂରା ଖାଇବା ଏକ ସ୍ୱପ୍ନରେ…