Feature ଉଡନ୍ତା ବାଇକ୍ Jul 21, 2021 ଦିଲ୍ଲୀ: ଜୁଲାଇ ୨୧: ଉଡନ୍ତା କାର୍ ପରେ ଏବେ ବାଇକ୍ ତିଆରି ହୋଇଛି । ଦକ୍ଷିଣ କାଲିଫର୍ଣ୍ଣିଆ ସ୍ଥିତ ଜେଟ୍ପାକ୍ ଆଭିଏସନ୍ ନାମକ ଏକ ସଂସ୍ଥା ଏହି ବାଇକ୍ର ପରୀକ୍ଷା କରିଛନ୍ତି । ବାଇକ୍ର ନାମ ପି ୱାନ୍ ବା ସ୍ପିଡର…