ଓଡ଼ିଶା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସ ଙ୍କ ପରଲୋକ Nov 1, 2022 ଜଗତସିଂପୁର : ଆଉ ନାହାନ୍ତି ବାଲିକୁଦା ଗାନ୍ଧୀ I ଜଗତସିଂପୁର ବାଲିକୁଦା ଅଂଚଳର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସ ଙ୍କ ପରଲୋକ I ଗତକାଲି ବିଳମ୍ବିତ ରାତିରେ କଟକ ବଡ଼ ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ସେ…