Feature ଭୁନେଶଙ୍କ ନିଃସ୍ୱାର୍ଥ ଶିକ୍ଷାଦାନ Nov 1, 2021 ଜୟପୁର: ଦାରିଦ୍ରତା କାରଣରୁ ଅନେକ ପିଲା ମୌଳିକ ଶିକ୍ଷାରୁ ବଞ୍ଚିତ ହୋଇଥାଆନ୍ତି । କେତେକ ପିଲା ଅଧାରୁ ପାଠ ଛାଡୁଥିବା ବେଳେ ଅନେକ ସ୍କୁଲ୍ ଯାଇପାରନ୍ତି ନାହିଁ । ସେମାନଙ୍କୁ ନିଜର ଗୁଜୁରାଣ ମେଣ୍ଟାଇବାକୁ ଭିକ ମାଗିବା…