‘ନେପାଲମ୍ ବାଳିକା’ଙ୍କ ଶେଷ ହେଲା ୫୦ ବର୍ଷ ଧରି ଚାଲୁଥିବା ଚର୍ମ ଚିକିତ୍ସା
ଦିଲ୍ଲୀ: ଜୁନ୍ ୩୦: ଆମେରିକା ୧୯୭୨ ମସିହାରେ ଭିଏତ୍ନାମ ଉପରେ ପକାଇଥିବା ନେପାଲମ ବୋମା ମାଡ଼ର ଫଟୋଦୃଶ୍ୟ ଅତି ଲୋମହର୍ଷକ ରହିଥିଲା । ସେହି ଫଟୋ ମଧ୍ୟରୁ ଗୋଟିଏ ଫଟୋରେ କିଛି ଛୋଟ ପିଲା ନିଜ ଜୀବନ ରକ୍ଷା କରିବା ପାଇଁ…