ଅପରାଧ ହୃଦଘାତ ରେ ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ Aug 23, 2022 ଚଣ୍ଡୀଗଡ଼ :ବିଜେପି ନେତ୍ରୀ ତଥା ଟିକଟକ ଷ୍ଟାର ସୋନାଲି ଫୋଗାଟଙ୍କ ଗୋଆରେ ହୃଦଘାତରେ ମୃତ୍ୟୁ । ତାଙ୍କ ଭଉଣୀ ସୋନାଲି ଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଥିଲେ I ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ହୋଇଥିଲା I ସେ ଏକ ସୁଟିଂ…