ଟ୍ରେନ୍ ଟିକେଟ୍ ବୁକିଂରେ ଦେବାକୁ ପଡିବନି ଡେଷ୍ଟିନେସନ୍ ଆଡ୍ରେସ୍
ନୂଆଦିଲ୍ଲୀ: ଅପ୍ରେଲ ୧୫: ଟିକେଟ୍ ବୁକିଂକୁ ନେଇ ଖୁସି ଖବର । ଭାରତୀୟ ରେଳ ବିଭାଗର ଏକ ବଡ଼ ନିଷ୍ପତ୍ତି । ଏଣିକି ଟିକେଟ୍ ବୁକିଂ ସମୟରେ ଯାତ୍ରୀଙ୍କୁ ଆଉ ଦେବାକୁ ପଡିବନି ଡେଷ୍ଟିନେସନ୍ ଆଡ୍ରେସ୍ । ମହାମାରୀ କରୋନା ଯୋଗୁ…