ଓଡ଼ିଶା ରଥଯାତ୍ରା ବନ୍ଦ ମାମଲା;ନିଷ୍ପତ୍ତି ନେବେ ରାଜ୍ୟ ସରକାର: ହାଇକୋର୍ଟ Jun 9, 2020 କଟକ : ରଥଯାତ୍ରା ହେବ କି ନହେବ ସେ ସଂକ୍ରାନ୍ତରେ ରାଜ୍ୟ ସରକାର ନେବେ ନିଷ୍ପତ୍ତି । କୋଭିଡ୍-୧୯କୁ ନେଇ କେନ୍ଦ୍ର ସରକାର ମେ’ ୩୦ରେ ଜାରି କରିଥିବା ନିର୍ଦ୍ଦେଶାବଳୀ ଏବଂ ରାଜ୍ୟ ସରକାର ଜୁନ୍ ପହିଲାରେ କରିଥିବା ନିୟମ…