ତିହିଡି : କାନ୍ଥ ପଡି ୩ମାସର ଶିଶୁପୁତ୍ର ମୃତ : ଭାଙ୍ଗିଲା ଶହଶହ ଗଛ, ବିଜୁଳି ଖୁଣ୍ଟ ଓ କଚାଘର
Reported by Umakalyan Mohapatra
ତିହିଡି:୨୦ ।୦୫(ସବ୍ୟୁ):ବାତ୍ୟା ‘ଆମ୍ପନ’ପ୍ରଭାବରେ ତିହିଡି ବ୍ଳକର ବିଶେଷ କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ପ୍ରକୋପରେ ବ୍ଲକର ଶତାଧକ ଚାଳଛପର ଘର ଭାଙ୍ଗି ରୁଜି ଯାଇଥିବା ବେଳେ ଶହଶହ…