Browsing Tag

Cuttack

ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ: କାଠଯୋଡିକୁ ଯିବନି ନର୍ଦ୍ଦମା ପାଣିି

କଟକ: ମାର୍ଚ୍ଚ୨୮: କଟକ ମହାନଗର ନିଗମକୁ କଡ଼ା ନିର୍ଦ୍ଦେଶ । ଏବେ କାଠଯୋଡି ନଦୀକୁ ଛଡାଯିବନି କଟକର ନର୍ଦ୍ଦମା ପାଣି । ଏଭଳି କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସେହିପରି ରାଜ୍ୟର…

ଦୁଇମାସ ଭିତରେ ସ୍କୁଲ ଖୋଲିବ: ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲା ହାଇକୋର୍ଟ

କଟକ: ଫେବୃଅରୀ ୨: ଆସନ୍ତା ୨ ମାସ ଭିତରେ ସ୍କୁଲ ଖୋଲିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ଼ କଟକଣା ଭିତରେ କିଭଳି ସ୍କୁଲ ଖୋଲାଯାଇପାରିବ ଏନେଇ ରାଜ୍ୟ ସରକାର କୋର୍ଟଙ୍କୁ ଜଣାଇବେ । ତେବେ…

ମ।ଞ୍ଜ। ସୂତ।ରେ କଟି ଯୁବକଙ୍କ ମୃତ୍ୟୁ

କଟକ:ଡିସେମ୍ବର ୨୭: ମ।ଞ୍ଜ। ସୂତ।ରେ କଟି ଯୁବକଙ୍କ ମୃତ୍ୟୁ । ଏହି ଘଟଣାରେ କଟକ ଜଗତପୁର ଥ।ନ। ପକ୍ଷରୁ ମ।ଞ୍ଜ। ସୂତ। ବ୍ୟବସ।ୟୀଙ୍କ ଉପରେ ଚଢ।ଉ କର।ଯ।ଇଛି । ଦୁଇ ମ।ଞ୍ଜ। ସୂତ। ବ୍ୟବସ।ୟୀଙ୍କ ସହ ୩ ଜଣଙ୍କୁ ଅଟକ ରଖ।ଯ।ଇଛି ।…

ମା’ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତାର ନିଷ୍ପତ୍ତି ପାଇଁ ୨ ଦିନ ସମୟ ମାଗିଲେ ସରକାର

ଭୁବନେଶ୍ୱର: ସେପ୍‌ଟେମ୍ବର ୮: ଦୁର୍ଗାପୂଜାରେ ମା’ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ନେଇ ଟୁଇନସିଟିର ପୂଜା କମିଟିଙ୍କ ବିରୋଧ ପରେ ସରକାର ଏହା ଉପରେ ଦୃଷ୍ଟି ଦେଇଛନ୍ତି । ଏଥିପାଇଁ ସରକାର ଦୁଇ ଦିନ ସମୟ ମାଗିଛନ୍ତି ବୋଲି କଟକ…

କଟକ ତାଳଦଣ୍ଡା କେନାଲ ଓ ନେତାଜୀ ବସ ଟର୍ମିନାଲ ପରିଦର୍ଶନ କଲେ 5T ସଚିବ ଭି କେ ପାଣ୍ଡିଆନ

କଟକ : ଜୁଲାଇ ୧୮: ରବିବାର ସକାଳେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରେ 5T ସଚିବ ଭି କେ ପାଣ୍ଡିଆନ କଟକ ସ୍ଥିତ ତାଳଦଣ୍ଡା କେନାଲ ଓ ଖାନ ନଗରରେ ଚାଲିଥିବା ନେତାଜୀ ବସ ଟର୍ମିନାଲ କାର୍ଯ୍ୟସ୍ଥଳ ପରିଦର୍ଶନ କରି ପ୍ରକଳ୍ପ…

ବଦଳିଲା ଜିଲ୍ଲାପାଳଙ୍କ ନିଷ୍ପତି : କୋଭିଡ କଟକଣା ମଧ୍ୟରେ କଟକରେ ହେବ ଦୁର୍ଗାପୂଜା

କଟକ : ଅଗଷ୍ଟ ୨୬: ଦୁର୍ଗାପୂଜାକୁ ନେଇ ଜିଲ୍ଲାପାଳ ଘୋଷଣା କରିଥିବା ତାଙ୍କ ନିଷ୍ପତ୍ତିକୁ ବଦଳାଇବାକୁ ବାଧ୍ୟ ହୋଇଛନ୍ତି । ଶ୍ରଦ୍ଧାଳୁଙ୍କର ଭାବାବେଗ ଓ ହିନ୍ଦୁ ଧର୍ମ ସଂସ୍କୃତିର ମହାନ ଉସିବ ଦୁର୍ଗାପୂଜାକୁ କୋଭିଡ ନିୟମ…

ଭୁବନେଶ୍ୱର ରେ ଗୋଟିଏ ଦିନରେ ୧୨୮ ଏବଂ କଟକ ରେ ୨୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର:ଜୁଲାଇ ୩୧: ଭୁବନେଶ୍ୱର ରେ ୧୨୮ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିରୁ, ୮୫ ଟି Quarantine Case ଥିବାବେଳେ ୪୩ ଟି Local Contact Case ଅଛି I ଏହି ୧୨୮ ଟି ନୂଆ କେଶ କୁ ମିଶାଇ, ଭୁବନେଶ୍ୱର…

୨୪ ଘଂଟାରେ ଭୁବନେଶ୍ୱର ରେ ୧୩୭ ଓ କଟକରେ ୫୬ ଟି ନୂଆ କରୋନା ପଜିଟିଭ କେଶ ଚିହ୍ନଟ

ଭୁବନେଶ୍ୱର: ଜୁଲାଇ ୨୯: ୨୪ ଘଂଟାରେ ଭୁବନେଶ୍ୱର ରେ ୧୩୭ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିରୁ, ୯୮ ଟି Quarantine Case ଓ ୩୯ ଟି Local Contact Case I ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ…

ଭୁବନେଶ୍ୱର ରେ ୧୬୩ ଏବଂ କଟକ ରେ ୫୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଜୁଲାଇ ୨୬: ଭୁବନେଶ୍ୱର ରେ ୨୪ ଘଂଟାରେ ୧୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ୧୦୪ ଜଣ Quarantine ରେ ଥିଲେ ଏବଂ ୫୯ ଜଣ Local Contact Case I ଏହାକୁ ମିଶାଇ, ଭୁବନେଶ୍ୱର ରେ ମୋଟ…

ଭୁବନେଶ୍ୱର ରେ ୮୭ ଏବଂ କଟକ ରେ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଜୁଲାଇ ୧୮: ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିରୁ, ୪୧ ଜଣ Quarantine ରେ ଥିବା ଅବସ୍ଥାରେ ଚିହ୍ନଟ ହେଇଛନ୍ତି ଏବଂ ବାକି ୪୬ ଜଣ local contact case I…