Browsing Tag

culture of odisha

ଜମିବ ଶୀତଳଷଷ୍ଠୀ ଯାତ୍ରା: ଶୋଭାଯାତ୍ରାରେ ସାମିଲ ହେବେ ବାହାର ରାଜ୍ୟର ସାଂସ୍କୃତିକ ଦଳ

ସମ୍ବଲପୁର: ସମ୍ବଲପୁର ଶୀତଳଷଷ୍ଠୀକୁ ଆଉ ଅଳ୍ପଦିନ ବାକି ରହିଲା । ଶହ ଶହ ବର୍ଷ ଧରି ଚାଲି ଆସୁଥିବା ପାରମ୍ପରିକ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ କାର୍ଯ୍ୟ ବହୁ ଆଡମ୍ବରରେ ହୋଇଥାଏ । ଏହି ପରିପ୍ରେକ୍ଷୀରେ ସହରର ସମସ୍ତ…

ଶୀତଳଷଷ୍ଠୀ ପାଇଁ ଥାଳ ଉଠା କାର୍ଯ୍ୟକ୍ରମ, ଶିବ-ପାର୍ବତୀଙ୍କ ମାତାପିତା ଚୟନ

ସମ୍ବଲପୁର : ପବିତ୍ର ଅକ୍ଷୟ ତୃତୀୟା ଦିନ ସମାପନ ହୋଇଛି ଶୀତଳଷଷ୍ଠୀର ଆଦ୍ୟପର୍ବ । ସମ୍ବଲପୁରରେ ଆରମ୍ଭ ହେବ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ସହରର ସମସ୍ତ ଶିବାଳୟଗୁଡ଼ିକରୁ ଥାଳ ଉଠା…

ଦୋଳ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର : ସ୍ଥାନୀୟ ଯାଦବ ଭବନ ପରିସରରେ ଚଳିତ ବର୍ଷ ପାଇଁ ଆୟୋଜନ ହେବାକୁ ଥିବା ଦୋଳ ମହୋତ୍ସବ ପାଇଁ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାଦବ ସମାଜର ପୌରାଞ୍ଚଳ ସଭାପତି ପଙ୍କଜ ସେଲମାଙ୍କ…

ବିଦ୍ୟାର ଅଧିଷ୍ଠାତ୍ରୀ ମା’

ସରସ୍ୱତୀ ପୂଜା ମାଘମାସ ଶୁକ୍ଳପକ୍ଷ ପଞ୍ଚମୀତିଥି ଦିନ ପାଳନ କରାଯାଏ । ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟାଦାୟିନୀ, ହଂସବାହିନୀ, ବୀଣା ପୁସ୍ତକ ଧାରିଣୀ ଦେବୀ ସରସ୍ୱତୀଙ୍କର ପୂଜା ଓ ଆରାଧନା ଏଇ…

ଶାମ୍ବ ଦଶମୀରେ କରନ୍ତୁ ଘଡ଼ଘଡ଼ିଆ ଘାଣ୍ଟ

ଓଡିଶାର ମୁଖ୍ୟ ପର୍ବପର୍ବାଣୀଙ୍କ ମଧ୍ୟରୁ ଶାମ୍ବ ଦଶମୀ ଅନନ୍ୟ । ପିଲାମାନଙ୍କ ଉନ୍ନତ ସ୍ୱାସ୍ଥ୍ୟ ପାଇଁ ଏହି ପର୍ବକୁ ପାଳନ କରାଯାଏ । ପ୍ରତି ଓଡ଼ିଆଙ୍କ ଘରେ ଘରେ ବିଭିନ୍ନ ପ୍ରକାର ମିଠା, ପିଠା ଓ ନାନା ପ୍ରକାର ସ୍ୱାଦିଷ୍ଟ…

ଦୀପାବଳିରେ ଶ୍ରୀମନ୍ଦିର ବନ୍ଦ: ମନ୍ଦିର ଚତୁପାଶ୍ୱର୍ରେ ୧୪୪ ଧାରା

ପୁରୀ: ନଭେମ୍ବର ୦୧: ଆସନ୍ତା ୪ ତାରିଖରେ ପବିତ୍ର ଦୀପାବଳି ଓ ପୟାଶ୍ରାଦ୍ଧ ସକାଶେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୧୪୪ଧାରା ଜାରି ହେବ । ପରମ୍ପରା ଅନୁସାରେ ଭକ୍ତିମାନେ…

କାର୍ତ୍ତିକ ପୁନେଇଁ

କାର୍ତ୍ତିକ ପୁନେଇଁ ଆସିଲାଣି ଧାଇଁ କୁହୁଡ଼ିଆ ଦିଶେ ଧରା ଘାସ ଗାଲିଚାରେ କାକର ପଡ଼ଇ ମନ ମୋହିନିଏ ପରା । । ପ୍ରତି ଓଡ଼ିଆଙ୍କ ପାଇଁ ଏ ପୁନେଇଁ ଅଭୂଲା ପରା ଅଟଇ ନଈ, ସାଗରରେ ଡ଼ଙ୍ଗାକୁ ଭସାଇ ଫେରିଆସନ୍ତି ଖୁସି ହୋଇ । ।…

୧୩ ରେ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଆରମ୍ଭ, ନିୟୋଜିତ ହେବେ ୧୦ ପ୍ଲାଟୁନ୍‌ ଫୋର୍ସ

ଭବାନୀପାଟଣା,ଅକ୍‌ଟୋବର ୧୧: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଆସନ୍ତା ଅକ୍‌ଟୋବର ୧୩ ତାରିଖରେ ମାଁ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଅନୁଷ୍ଠିତ ହେବ । ଏଥିନିମନ୍ତେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।…

ଶ୍ରଦ୍ଧାଳୁଙ୍କ ପାଇଁ ଆଜି ଶ୍ରୀମନ୍ଦିର ବନ୍ଦ

ଭୁବନେଶ୍ୱର: ସେପ୍‌ଟେମ୍ବର ୧୭: ବିଶ୍ୱକର୍ମା ପୂଜା ଏବଂ ବଡ଼ ଏକାଦଶୀ ଥିବାରୁ ଆଜି ଶ୍ରଦ୍ଧାଳୁମାନଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଛି । ଭିଡ଼ ହେବା ଆଶଙ୍କାରେ ନୂଆ ଏସ୍‌ଓପି ନିୟମ ଅନୁସାରେ ଶ୍ରୀମନ୍ଦିର ବନ୍ଦ କରାଯାଇଛି ।…

ପଶ୍ଚିମାଞ୍ଚଳରେ ନୂଆଁଖାଇର ନୂଆଁରୂପ

ପଶ୍ଚିମ ଓଡିଶାର ମହାନ କୃଷିଭିତ୍ତିକ ପର୍ବ ‘ନୂଆଁଖାଇ’ । ଏହି ପର୍ବ ସାଧାରଣତଃ ପରସ୍ପର ମଧ୍ୟରେ ସ୍ନେହଭାବ, ମୈତ୍ରୀ ଓ ସଦଭାବ କୁ ଉଜାଗର କରିଥାଏ । ଓଡିଶାର କୃଷକ ବହୁତ କଷ୍ଟକରି ମୁଣ୍ଡଝାଲ ତୁଣ୍ଡରେ ମାରି ନଜି ଜମିରୁ ଶସ୍ୟ…