ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୧ ହଜାର ୫୩୭ ଜଣ କରୋନା ସଂକ୍ରମିତ
ଭୁବନେଶ୍ୱର: ଅଗଷ୍ଟ ୮: ଦେଶରେ ୨୪ ଘଣ୍ଟାରେ ୬୧ ହଜାର ୫୩୭ ଟି କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି । ଏହାକୁ ମିଶାଇ ମୋଟ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୨୦ ଲକ୍ଷ ୮୮ ହଜାର ୬୧୧ କୁ ବୃଦ୍ଧି ପାଇଛି । ସେହିପରି ଗୋଟିଏ ଦିନରେ…