ଦେଶ- ବିଦେଶ କରୋନା ଟିକା ନେବା ପରେ ସୁସ୍ଥ ହେଲେ ଶଯ୍ୟାଶାୟୀ ବ୍ୟକ୍ତି Jan 15, 2022 ବୋକାରୋ : ଜାନୁଆରୀ ୧୫: କରୋନା ଟିକା ନେବା ପରେ ଜଣେ ଶଯ୍ୟାଶାୟୀ ବ୍ୟକ୍ତି ସୁସ୍ଥ ହେବା ଘଟଣା ଏବେ ସାରା ଦେଶକୁ ଆଚମ୍ବିତ କରିଦେଇଛି । ଏହି ଚମତ୍କାର ଘଟଣାଟି ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାରେ ଘଟିଛି । ୪ବର୍ଷ ଧରି ପାରାଲିସ୍…
ଖେଳ ଅଷ୍ଟ୍ରେଲିଆ ଖେଳଳୀଙ୍କ ଭିସା ବାତିଲ କଲେ ସରକାର Jan 14, 2022 ଅଷ୍ଟ୍ରେଲିଆ: ଜାନୁଆରୀ ୧୪: କୋଭିଡ -୧୯ ଟିକ। ବିନ। ଦେଶରେ ପହଞ୍ଚିବ। ପରେ ଟେନିସ ସୁପରଷ୍ଟ।ରଙ୍କୁ ଦେଶରୁ ବିତ।ଡିତ କରିବା ସହ ଅଷ୍ଟ୍ରେଲିଆ ସରକ।ର ଶୁକ୍ରବ।ର ଦ୍ୱିତୀୟ ଥର ପ।ଇଁ ନୋଭ।କ ଜୋକୋଭିକଙ୍କ ଭିସ। ବ।ତିଲ କରିଛନ୍ତି।…
ଜିଲ୍ଲା ତ।ମିଲନ।ଡୁରେ ଅଣଟୀକ।କୃତ ଲୋକଙ୍କୁ ମଲ୍,ସପିଂ କମ୍ପ୍ଲେକ୍ସ ମନା Dec 4, 2021 ନୂଆଦିଲ୍ଲୀ: ଡିସେମ୍ବର ୦୪: ଭ।ରତରେ ଓମିକ୍ରନ୍ର ଦୁଇଟି ମ।ମଲ। ଚିହ୍ନଟ ହେବ। ପରେ ତ।ମିଲନ।ଡୁର ମଦୁର।ଇ ରାଜ୍ୟ ଆଜି ଘୋଷଣ। କରିଛି ଯେ ଅଣଟୀକ।କୃତ ଲୋକଙ୍କୁ ଆସନ୍ତ। ସପ୍ତ।ହରୁ ମଲ୍, ସପିଂ କମ୍ପ୍ଲେକ୍ସ ଏବଂ ଅନ୍ୟ।ନ୍ୟ…
ଦେଶ- ବିଦେଶ ଗୁରୁ ଦିବସ ପୂର୍ବରୁ ସମସ୍ତ ଶିକ୍ଷକଙ୍କୁ ଟିକାକରଣ ଲକ୍ଷ୍ୟ Aug 25, 2021 ଭୁବନେଶ୍ୱର: ଅଗଷ୍ଟ ୨୫: ଗୁରୁ ଦିବସ (ସେପେଟମ୍ବର ୫) ପୂର୍ବରୁ ସମସ୍ତ ଶିକ୍ଷକଙ୍କୁ ଟିକାକରଣ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିଆ ଆଜି ସମସ୍ତ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହାସହ ଟିକାକରଣ…
ଦେଶ- ବିଦେଶ ଦେଶର ଦ୍ୱିତୀୟ ସ୍ୱଦେଶୀ କରୋନା ଟିକାକୁ ମିଳିଲା ମଞ୍ଜୁରୀ Aug 21, 2021 ଭୁବନେଶ୍ୱର: ଅଗଷ୍ଟ ୨୧: କରୋନା ଟିକା ‘ଜାଇକୋଭ-ଡି’ ଜରୁରୀକାଳୀନ ବ୍ୟବହାର ଅନୁମତି ଦେଇଛନ୍ତି ଭାରତୀୟ ଔଷଧ ମହାନିର୍ଦ୍ଦେଶ (ଡିସିଜିଆଇ) । ବିଶେଷଜ୍ଞ କମିଟିଙ୍କର ସୁପାରିଶ ପରେ ଡିସିଜିଆଇ ଏହି ଟିକାକୁ ଅନୁମୋଦିତ କରିଥିଲେ ।…