ଦେଶ- ବିଦେଶ ଅମିତ ଶାହାଙ୍କୁ କରୋନା Aug 2, 2020 ଭୁବନେଶ୍ୱର : ଅଗଷ୍ଟ ୦୨:କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କରୋନା । ନମୁନା ପରୀକ୍ଷା ପରେ ପଜିଟିଭ ଚିହ୍ନଟ ହୋଇଛି । କରୋନା ନେଇ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି ଶ୍ରୀ ଶାହା । ଟ୍ୱିଟରରେ ସେ ଉଲ୍ଲେଖ କରିଛନ୍ତି ଯେ…