ଓଡ଼ିଶାରେ ସୁସ୍ଥ ହେଲେ ୧୬୨୧ ଜଣ କରୋନା ଆକ୍ରାନ୍ତ; ମୋଟ ସୁସ୍ଥ ହେଇସାରିଲେଣି ୪୬ ହଜାର ୯୩୬ ଜଣ
ଭୁବନେଶ୍ୱର: ଅଗଷ୍ଟ ୧୯: ଆଜି ଓଡ଼ିଶାରେ ୧୬୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ସେଥିମଧ୍ୟରୁ, ଗଂଜାମ ରୁ ସର୍ବାଧିକ ୩୨୪ ଜଣ ସୁସ୍ଥ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୨୬୫ ଜଣ, ଗଜପତି ରୁ ୧୨୭ ଜଣ, କଟକ ରୁ ୧୧୦ ଜଣ,…