ଓଡ଼ିଶା ରାଜ୍ୟରେ ଦିନକରେ ୧,୯୨୭ କରୋନାରେ ଆକ୍ରାନ୍ତ Jul 21, 2021 ଭୁବନେଶ୍ୱର:ଜୁଲାଇ ୨୧: କାଲି ଅପେକ୍ଷା ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ଆଜି ୧ ହଜାର ୯୨୭ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧ ହଜାର ୧୧୫ ଜଣ କ୍ୱାରେଣ୍ଟିନ୍ରୁ…