ଦେଶ- ବିଦେଶ ପୁଣି ବଢିଲା ଏଲପିଜି ସିଲିଣ୍ଡର ଦାମ୍ May 19, 2022 ଭୁବନେଶ୍ୱର: ମଇ ୧୯: ଘରୋଇ ସିଲିଣ୍ଡର ପିଛା ୩ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି । ସେହିପରି କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦାମରେ ୮ ଟଙ୍କା ବୃଦ୍ଧି ଘଟିଛି । ମାସକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସିଲିଣ୍ଡର ଦାମ୍ ବୃଦ୍ଧି…