ବିଦାୟ ନେଲେ ବିଚାରପତି ୟୁ ୟୁ ଲଳିତ, ଆସନ୍ତାକାଲି ପ୍ରଧାନ ବିଚାରପତିର ଭାବେ ଶପଥପାଠ ଗ୍ରହଣ କରିବେ ଚନ୍ଦ୍ରଚୂଡ଼
ଦିଲ୍ଲୀ: ଦେଶର ପ୍ରଧାନ ବିଚାରପତି ଭାବେ ଚିଫ୍ ଜଷ୍ଟିସ ୟୁୟୁ ଲଳିତଙ୍କୁ ବିଦାୟକାଳୀନ ସମ୍ବର୍ନ୍ଧନା ଦିଆଯାଇଛି । ସୋମବାର ତାଙ୍କ କାର୍ଯ୍ୟକାଳର ଶେଷ ଦିନ ରହିଥିବାବେଳେ ୮ ତାରିଖରେ ଅବସର ନେଇଛନ୍ତି । ୟୁ ୟୁ ଲଳିତଙ୍କ ପରେ…