ବିଶ୍ବ ତାଇୱାନ ନିକଟ ଯୁଦ୍ଧପୋତରେ ଯୁଦ୍ଧ ଜାହଜ ମୁତୟନ କରୁଛି ଚୀନ Aug 8, 2022 ବେଜିଂ: ଚୀନ୍-ତାଇୱାନ ତିକ୍ତତା ଦିନକୁ ଦିନ ବଢ଼ି ଚାଲିଛି। ତାଇୱାନ ତଟରୁ ମାତ୍ର ୨୦ କିଲୋମିଟର ଦୂରରେ ଚୀନ୍ ସେନା ବାରୁଦ ବର୍ଷା କରୁଛି। ଏହାସହିତ ତାଇୱାନ ନିକଟବର୍ତ୍ତୀ ଯୁଦ୍ଧପୋତରେ ଚୀନ ନିଜର ବଳ ଦେଖାଉଛି ।…