ମନୋରଞ୍ଜନ ଅଲ୍ଲୀ- ରାନୀଙ୍କ ଯୋଡ଼ି କରିବ ଧମାଲ୍ Oct 23, 2021 ମୁମ୍ବାଇ: ବର୍ଷ ୨୦୨୧ର ବହୁ ପ୍ରତିକ୍ଷୀତ ଫିଲ୍ମ ‘ବଣ୍ଟି ଔର୍ ବବଲୀ-୨’ର ଟିଜର ରିଲିଜ ହୋଇଛି । ୧ ମିନିଟ ୨୬ ସେକେଣ୍ଡର ମଜାଳିଆ ଟିଜରକୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି । ଏହାସହ ଫିଲ୍ମରେ ବଣ୍ଟି ଏବଂ ବବଲୀ ଅର୍ଥାତ୍…
ମନୋରଞ୍ଜନ ‘ଦୀପବୀର’ ଯୋଡ଼ି କିଣିବେ ନୂଆ ଆଇପିଏଲ ଟିମ୍ ! Oct 22, 2021 ମୁମ୍ବାଇ: ସିନେମା ଏବଂ କ୍ରିକେଟର ସମ୍ପର୍କ ବହୁତ ପୁରୁଣା । କେତେକ କ୍ରିକେଟର୍ ଫିଲ୍ମ ଷ୍ଟାରଙ୍କୁ ବିବାହ କରିଥିବା ବେଳେ ଅନେକ ଷ୍ଟାର କ୍ରିକେଟ୍ ଟିମ୍ କିଣିଛନ୍ତି । ଏପରି ସେଲିବ୍ରେଟିଙ୍କ ମଧ୍ୟରେ ଜୁହି ଚାୱଲା,…
ମନୋରଞ୍ଜନ ଖୁବଶୀଘ୍ର ବଲିଉଡ୍ ଡେବୁ୍ୟ କରିବ ସିଙ୍ଗର୍ ୟୋହାନୀ Oct 21, 2021 ମୁମ୍ବାଇ: ଶ୍ରୀଲଙ୍କାର ସେନ୍ସସନାଲ ସିଙ୍ଗର୍ ୟୋହାନୀ ‘ମାନିକେ ମାଗେ ହିତେ’ ଗୀତ ପାଇଁ ରାତାରାତି ଷ୍ଟାର ପାଲଟିଯାଇଛନ୍ତି । ଏବେ ବି ଗୀତଟି ସୋସିଆଲ ମିଡିଆରେ ଧୁମ୍ ମଚାଇବାରେ ଲାଗିଛି । ପ୍ରଥମେ ୟୋହାନୀଙ୍କ ଲୋକପ୍ରିୟତା…
ମନୋରଞ୍ଜନ ‘ମୈନେ ପ୍ୟାର୍ କିୟାର’ ରିମେକ୍ ପାଇଁ ଆଲିୟା-ରଣବୀର ପରଫେକ୍ଟ Oct 13, 2021 ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରୀରେ ବ୍ଲକବଷ୍ଟର ଫିଲ୍ମର ରିମେକ୍ ନିର୍ମାଣ କରିବା ଆଜିକାଲି ଟ୍ରେଣ୍ଡ୍ ପାଲଟିଛି । ନିକଟରେ ସଲମାନ ଖାନଙ୍କ ସୁପରହିଟ୍ ଫିଲ୍ମ ‘ମୈନେ ପ୍ୟାର୍ କିୟାର’ ରିମେକ୍ ଖବରକୁ ନେଇ ଇଣ୍ଡଷ୍ଟ୍ରୀରେ…
ମନୋରଞ୍ଜନ ନୂଆ ଫିଲ୍ମର ଘୋଷଣା କଲେ କାଜୋଲ Oct 8, 2021 ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରୀର ଦୁଇଜଣ ବର୍ଷିଆନ କଳାକାର ପ୍ରଥମ ଥର ପାଇଁ ଏକାଠି କାମ କରିବାକୁ ଯାଉଛନ୍ତି । ପ୍ରସିଦ୍ଧ ଅଭିନେତ୍ରୀରୁ ନିର୍ଦ୍ଦେଶିକା ପାଲଟିଥିବା ରେବଥୀ ତାଙ୍କ ନିର୍ଦ୍ଦେଶନାରେ ଲୋକଙ୍କ ହୃଦୟ ଜିତିଛନ୍ତି…
ମନୋରଞ୍ଜନ ବିଗ୍ ବସ୍ ଅଫରକୁ ‘ନା’ Sep 30, 2021 ମୁମ୍ବାଇ: ପପୁଲାର ରିୟାଲିଟି ଶୋ ବିଗ୍ ବସ୍-୧୫ ଅକେଫାବର ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଚଳିତ ସିଜିନରେ ତେଜସ୍ୱୀ ପ୍ରକାଶ, ପ୍ରତୀକ ସହଜପାଲ, ଶମିତା ସେଟ୍ଟୀ, ନିଶାନ୍ତ ଭଟ୍ଟ, ଡୋନଲ, ଉମର ରିୟାଜ, କରନ କୁନ୍ଦ୍ରା,…
ମନୋରଞ୍ଜନ ଅପେକ୍ଷାର ଅନ୍ତ Sep 23, 2021 ମୁମ୍ବାଇ : ସେପ୍ଟେମ୍ବର ୨୩: ଟେଲିଭିଜନ ଜଗତର ପ୍ରସିଦ୍ଧ ଅଭିନେତ୍ରୀ ଶେ୍ୱତା ତିୱାରୀଙ୍କ ତନୟା ପଲକ ତିୱାରୀ ନିଜର ସୁନ୍ଦରତା ପାଇଁ ଜଣାଶୁଣା । ଫିଲ୍ମରେ ଡେବୁ୍ୟ ପୂର୍ବରୁ ହିଁ ପଲକ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ…
ମନୋରଞ୍ଜନ ‘ଖଲ୍ଲାସ୍ ଗର୍ଲ’ ଈଶା Sep 20, 2021 ମୁମ୍ବାଇ: ସେପ୍ଟେମ୍ବର ୨୦: ବର୍ଷ ୨୦୦୨, ଫିଲ୍ମ ନାମ କମ୍ପାନୀ, ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏବଂ ବଲିଉଡ୍କୁ ମିଳିଥିଲା ଆଉ ଏକ ହିରୋଇନ ଯିଏ ରାତାରାତି କେବଳ ଗୋଟିଏ ଗୀତର ଦମ୍ରେ ଷ୍ଟାରଡମ୍ ହାସଲ କରିଥିଲେ ଏବଂ…
ମନୋରଞ୍ଜନ ଅଭିନେତ୍ରୀ କିଆରାଙ୍କୁ ‘ସ୍ମିତା ପାଟିଲ ମେମୋରିଅଲ ଗ୍ଲୋବ ଆୱାର୍ଡ’ Sep 18, 2021 ମୁମ୍ବାଇ: ସେପ୍ଟେମ୍ବର ୧୮: ବଲିଉଡ୍ର ସୁନ୍ଦରୀ ନାୟିକା କିଆରା ଆଡଭାନୀ । ଆଜିକାଲି ବି-ଟାଉନରେ କେବଳ ତାଙ୍କର ହିଁ ଚର୍ଚ୍ଚା । କାରଣ ହେଉଛି ନିକଟରେ ରିଲିଜ୍ ହୋଇଥିîବା ତାଙ୍କର ଫିଲ୍ମ ‘ଶେରଶାହ’ । ଫିଲ୍ମର ସଫଳତା ଏବଂ…
ମନୋରଞ୍ଜନ ୨୦ କୋଟି ଟଙ୍କାର ଟିକସ ଫାଙ୍କିଛନ୍ତି ସୋନୁ Sep 18, 2021 ମୁମ୍ବାଇ: ସେପ୍ଟେମ୍ବର ୧୮: ଗରିବ ଅସହାୟ ଲୋକଙ୍କ ପାଇଁ ଦେବତା ସାଜିଥିବା ଅଭିନେତା ସୋନୁ ସୁଧ ଏବେ ଆୟକର ବିଭାଗଙ୍କ ହାତରେ ପଡ଼ିଛନ୍ତି । ସେ ପ୍ରାୟ ୨୦ କୋଟି ଟଙ୍କାରୁ ଅଧିକ ଟିକସ ଫାଙ୍କିଥିବା ନେଇ ଖବର ମିଳିଛି । ଲଗାତାର…