Browsing Tag

Bollywood film

ମହାମାରୀ ଉପରେ ଆଧାରିତ ଫିଲ୍ମରେ ତାପସୀ

ଅଭିନେତ୍ରୀ ତାପସୀ ପନ୍ନୁ ଏବଂ ଫିଲ୍ମ ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କ ଯୋଡ଼ି ପୁଣି ଥରେ ପରଦାରେ ଧମାଲ କରିବାକୁ ପ୍ରସ୍ତୁତ ଅଛନ୍ତି । ତାପସୀ ଅନୁଭବଙ୍କ ଫିଲ୍ମ ମୁଲ୍‌କ ଏବଂ ଥପzରେ କାମ କରିଛନ୍ତି । ଏହି ଦୁଇଠି ଫିଲ୍ମ…

ହରର୍‌ ଫିଲ୍ମ ‘ଛୋରୀ’ରେ ନୁସରତ

ମୁମ୍ବାଇ: ବେଶ୍‌ କିଛି ଦିନ ଧରି ବଲିଉଡ୍‌ ଅଭିନେତ୍ରୀ ନୁସରତ ଭରୁଚାଙ୍କ ଅପକମିଂ ହର୍‌ର ଡ୍ରାମା ଫିଲ୍ମ ‘ଛୋରୀ’ ଚର୍ଚ୍ଚାରେ ରହିଛି । ନିକଟରେ ଫିଲ୍ମର ଟ୍ରେଲର ରିଲିଜ୍‌ କରାଯାଇଛି, ଯାହାକୁ ଦର୍ଶକମାନେ ଏବଂ ଅଭିନେତ୍ରୀଙ୍କ…

‘ରଶ୍ମି ରକେଟ୍‌’ର ରେକର୍ଡ

ମୁମ୍ବାଇ: ନଭେମ୍ବର ୦୧: ନାୟିକା ତାପସୀ ପନ୍ନୁଙ୍କର ବଳିଷ୍ଠ ଅଭିନୟ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଥାଏ । ସେହିଭଳି ଏକ ସିନେମା ହେଲା ‘ରଶ୍ମି ରକେଟ୍‌’ । ୨୦୨୧ ଅକେଫାବର ୧୫ରେ ରିଲିଜ୍‌ ହୋଇଥିବା ଏହି ସିନେମା ଏକ ନୂଆ…

ଶାହାରୁଖଙ୍କ ନାୟିକାକୁ ନେଇ ଚର୍ଚ୍ଚା

ମୁମ୍ବାଇ: ହିଟ୍‌ ତାମିଲ ନିର୍ଦ୍ଦେଶକ ଏଟଲି କୁମାର ବଲିଉଡ୍‌ କିଙ୍ଗ୍‌ ଖାନ ଶାହରୁଖଙ୍କୁ ନେଇ ଏକ ଫିଲ୍ମ ନିର୍ମାଣ କରୁଛନ୍ତି । ଫିଲ୍ମର ନାମ ‘ଲାୟନ’ ରଖାଯାଇଛି ଏବଂଚଳିତ ମାସରୁ ହିଁ ସୁଟିଂ ଆରମ୍ଭ ହୋଇଯାଇଛି । ଏହି ଫିଲ୍ମ…

ରାଜକୁମାରୀ ଅଦିତି

ମୁମ୍ବାଇ: ବଲିଉଡ୍‌ ଫିଲ୍ମରେ ଅନେକ ଅଭିନେତ୍ରୀ ରାଜକୁମାରୀ ଏବଂ ରାଣୀ ଭୂମିକାରେ ଅଭିନୟ କରିଛନ୍ତି । ହେଲେ ବହୁତ କମ୍‌ ଲୋକ ଜାଣନ୍ତି ଯେ ଏହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନେକ ଅଛନ୍ତି ଯେଉଁମାନେ ବାସ୍ତବ ଜୀବନରେ ମଧ୍ୟ ଜଣେ…

ଆଇଡଲ ମ୍ୟାନଙ୍କ ସନ୍ଧାନରେ ସୋନୀକ୍ଷୀ

ମୁମ୍ବାଇ: ବଲିଉଡ୍‌ ନାୟିକା ସୋନୀକ୍ଷୀ ସିହ୍ନା ନିଜର ସ୍ୱତନ୍ତ୍ର ବିଚାରଧାରା ଏବଂ ଖୋଲା ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରୁହନ୍ତି । ସେ ସର୍ବଦା ଦେଶର ସମସାମୟିକ ପ୍ରସଙ୍ଗ ଉପରେ ନିଜର ରାୟ ରଖିବାକୁ କୁଣ୍ଠାବୋଧ ପ୍ରକାଶ କରନ୍ତି…

ଆର୍‌ ବାଲକୀଙ୍କ ଫିଲ୍ମରେ ସନି

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ଷ୍ଟାର ସନି ଦେୱଲ ପୁଣି ଥରେ ସିଲଭର ସ୍କ୍ରିନରେ ନିଜ ଅଭିନୟର ଯାଦୁ ଦେଖାଇବାକୁ ପ୍ରସ୍ତୁତି କରୁଛନ୍ତି । ସେ ଶେଷ ଥର ପାଇଁ ୨୦୧୯ରେ ରିଲିଜ୍‌ ଫିଲ୍ମ ବ୍ଲାଙ୍କ୍‌ରେ ନଜର ଆସିଥିଲେ । ଏବେ ତାଙ୍କର…

ରଙ୍ଗିଲାରେ ପିନ୍ଧିଥିଲେ ଜ୍ୟାକିଙ୍କ ଗଞ୍ଜି

ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ବଲିଉଡ୍‌ର ଅନେକ ଫିଲ୍ମରେ କାମ କରିଛନ୍ତି । ହେଲେ ୨୬ ବର୍ଷ ପରେ ବି ସୁପରହିଟ୍‌ ଫିଲ୍ମ ‘ରଙ୍ଗିଲା’ ପାଇଁ ତାଙ୍କୁ ଆଜି ବି ସିନେପ୍ରେମୀମାନେ ରଙ୍ଗିଲା ଗର୍ଲ ଭାବେ ମନେ ପକାଉଛନ୍ତି । ଏହି…