Browsing Tag

Bollywood actress

ବାଙ୍କେ ବିହାରୀ ଦର୍ଶନ କଲେ ଅଭିନେତ୍ରୀ କଙ୍ଗନା, କହିଲେ ରାଷ୍ଟ୍ରବାଦୀ ଲୋଙ୍କୁ ମୋ ମନ୍ତବ୍ୟ ଖରାପ ଲାଗେନି

ମଥୁରା: ଡିସେମ୍ବର ୦୪: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ ଆଜି ବୃନ୍ଦାବନ ସ୍ଥିତ ଶ୍ରୀବାଙ୍କେ ବିହାରୀ ମନ୍ଦିର ଦର୍ଶନ କରିଛନ୍ତି । ତାଙ୍କର ଭଗବାନ ଦର୍ଶନ କାର୍ଯ୍ୟ ଗୋପନୀୟ ରହିଥିଲା । ସୁରକ୍ଷାକର୍ମୀଙ୍କ ମଧ୍ୟରେ ସେ…

ଅଭିନେତ୍ରୀ କଙ୍ଗନାଙ୍କ ସମସ୍ତ ସୋସିଆଲ ମିଡିଆରେ ଲାଗିପାରେ ସେନ୍‌ସର

ନୂଆଦିଲ୍ଲୀ: ଡିସେମ୍ବର ୦୨: ଦେଶ ବିରୋଧରେ ଏବଂ ଜାତିର ପିତା ମାହାତ୍ମା ଗାନ୍ଧିଙ୍କ ବିରୋଧରେ ସୋସିଆଲ ମିଡିଆରେ ମନ୍ତବ୍ୟ ଦେବା ପରେ ବହୁ ଲୋକ ତାଙ୍କ ବିରୋଧ ହୋଇପଡ଼ିଛନ୍ତି । ଏହାକୁ ନଜରେ ରଖି ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ…

କିଆରାଙ୍କ ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ୍‌

ମୁମ୍ବାଇ: ଅଭିନେତ୍ରୀ କିଆରା ଆଡଭାନୀ କମ୍‌ ସମୟ ମଧ୍ୟରେ ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିଛନ୍ତି । ‘ଫଗଲୀ’ରୁ ବଲିଉଡ୍‌ ଡେବୁ୍ୟ କରିଥିବା କିଆରା ଏବେ ଗୋଟିଏ ଫିଲ୍ମ ପାଇଁ…

କୃଷି ଆଇନ ପ୍ରତ୍ୟାହରକୁ ନେଇ କଙ୍ଗନାଙ୍କ ବୟାନ

ମୁମ୍ବାଇ: ନଭେମ୍ବର ୧୯: ତିନି କୃଷି ଆଇନ ପ୍ରତ୍ୟାହାର ହେବା ପରେ କୃଷକମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ପଞ୍ଜାବ ଓ ହରିୟାଣାର କୃଷକ ମିଠା ବାଣ୍ଟି ନିଜର ଖୁସି ଜାହିର କରିଛନ୍ତି । ଏହିପରି ଖୁସିର ମାହୋଲରେ…

ଆରୟନ ପାଇଁ ଗଞ୍ଜେଇ ଯୋଗାଡ଼ କରିଛନ୍ତି ଅନନ୍ୟା !

ମୁମ୍ବାଇ: ଅକ୍‌ଟୋବର ୨୨: ଆରୟନ ଖାନ୍‌ଙ୍କ କ୍ରୁଜ୍‌ ଡ୍ରଗ୍‌ସ ପାର୍ଟି ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଏନସିବି ଗତକାଲି ଜେରା କରିଛି । ଏହାସହିତ ଅନନ୍ୟାଙ୍କ ମୋବାଇଲକୁ ମଧ୍ୟ ଏନ୍‌ସିବି ଜବତ କରାଯାଇଛି ।…

ଅଭିନେତ୍ରୀ ଅନନ୍ୟାଙ୍କ ଘରେ ଏନ୍‌ସିବି ପୋଲିସ

ମୁମ୍ବାଇ: ଅକ୍‌ଟୋବର ୨୧: ଡ୍ରଗ୍‌ସ ମାମଲାରେ ଆଜି ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ନର୍କୋଟିକ୍ସ କଣ୍ଟ୍ରୋଲ ବୁ୍ୟରୋ(ଏନ୍‌ସିବି) ଚଢ଼ାଉ କରିଛି । ଅନନ୍ୟାଙ୍କ ମୁମ୍ବାଇର ଖର େୱଷ୍ଟ ସ୍ଥିତ ଘରେ ପୋଲିସ ଚଢ଼ାଉ କରିଛି ।…

ହଲିଉଡ୍‌ରେ କ୍ଲାସିକ୍‌ ଡ୍ୟାନ୍ସିଂ କ୍ୱିନ୍‌ ଫ୍ରୀଡା

ମୁମ୍ବାଇ: ଅଭିନୟ ଜରିଆରେ କମ୍‌ ସମୟ ମଧ୍ୟରେ ପୁରା ଦୁନିଆରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଥିବା ଅଭିନେତ୍ରୀ ଫ୍ରୀଡା ପିଣ୍ଟୋଙ୍କର କୌଣସି ପରିଚୟର ଲୋଡ଼ା ନାହିଁ । ଭାରତରେ ଜନ୍ମିତା ଫ୍ରୀଡାଙ୍କୁ ଇଂରାଜୀ ସହ ଅନ୍ୟ ଭାଷାର ଅନେକ…

‘ମୈନେ ପ୍ୟାର୍‌ କିୟାର’ ରିମେକ୍‌ ପାଇଁ ଆଲିୟା-ରଣବୀର ପରଫେକ୍‌ଟ

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ବ୍ଲକବଷ୍ଟର ଫିଲ୍ମର ରିମେକ୍‌ ନିର୍ମାଣ କରିବା ଆଜିକାଲି ଟ୍ରେଣ୍ଡ୍‌ ପାଲଟିଛି । ନିକଟରେ ସଲମାନ ଖାନଙ୍କ ସୁପରହିଟ୍‌ ଫିଲ୍ମ ‘ମୈନେ ପ୍ୟାର୍‌ କିୟାର’ ରିମେକ୍‌ ଖବରକୁ ନେଇ ଇଣ୍ଡଷ୍ଟ୍ରୀରେ…

ନିଆରା ଚରିତ୍ର ପସନ୍ଦ

ମୁମ୍ବାଇ: ଅଭିନେତ୍ରୀ ସୟାନୀ ଗୁପ୍ତାତାଙ୍କର ଭିନ୍ନ ଏବଂ ବୋଲï ଚରିତ୍ର ପଇଁ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଜଣାଶୁଣା । ଚମତ୍କାର ଏବଂ ବଳିଷ୍ଠ ଅଭିନୟ ଦ୍ୱାରା ସେ ଦର୍ଶକଙ୍କ ହୃଦୟ ଜିତିଛନ୍ତି ଏବଂ ସ୍ୱତନ୍ତ୍ର ପରିଚୟ ମଧ୍ୟ…

ଆଗାମୀ ପ୍ରୋଜେକ୍‌ଟକୁ ନେଇ ଉତ୍ସାହିତ

ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହୋଇଥିବା େୱବ୍‌ ସିରିଜ୍‌ ‘ଗ୍ରହଣ’ରେ ମନୁ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ୱାମିକା ଗବୀ ନିଜର ୨୮ତମ ଜନ୍ମଦିନ ପାଳନ କରିଛନ୍ତି । ହେଲେ ତାଙ୍କର ଚଳିତ ବର୍ଷର ଜନ୍ମଦିନ ସ୍ୱତନ୍ତ୍ର ବୋଲି…