Browsing Tag

BJP

ଆଜି ପିପିଲି ଉପନିର୍ବାଚନ ପ୍ରଚାରର ଶେଷ ଦିନ

ଭୁବନେଶ୍ୱର : ସେପ୍‌ଟେମ୍ବର ୨୭: ଆଜି ସନ୍ଧ୍ୟାରେ ପିପିଲି ଉପନିର୍ବାଚନର ପ୍ରଚାର ଶେଷ ହେଉଛି । ବର୍ଷା ଓ ପବନକୁ ଖାତିର ନକରି ତିନି ଦଳର ପାର୍ଥୀ ଓ ସମର୍ଥକମାନେ ଜୋର୍‌ଦାର ପ୍ରଚାରରେ ଲାଗି ପଡ଼ିଛନ୍ତି । ବିଜେଡି, ବିଜେପି ଓ…

ଆଜି ମୋଦିଙ୍କ ଜନ୍ମଦିନ: ନିଆରା ଢ଼ଙ୍ଗରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ଭୁବନେଶ୍ୱର: ସେପ୍‌ଟେମ୍ବର ୧୭: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନ୍ମଦିନ । ଆଜିକୁ ସେ ୭୧ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ଆଜିଠାରୁ ସେବା ଓ ସମର୍ପଣ ଅଭିଯାନ ଆରମ୍ଭ କରାଯିବ । ୨୦୧୪ ମସିହାଠାରୁ…

ବୌଦ୍ଧ ଜିଲ୍ଲାକୁ ରାଜ୍ୟ ସରକାର ଭୂଲି ଯାଉଛନ୍ତି- ଡା. ଲେଖାଶ୍ରୀ

ବୌଦ୍ଧ,ସେପ୍‌ଟେମ୍ବର ୯ : ରାଜ୍ୟ ସରକାର ବୌଦ୍ଧଜିଲ୍ଲାକୁ ଭୂଲିଗଲାଭଳି ମନେ ହେଉଛି । ଜିଲ୍ଲା ସ୍ୱାସ୍ଥ୍ୟ, ଶିକ୍ଷା, ଗମନା ଗମନ, ପାନୀୟ ଜଳ ଆଦି ପ୍ରତିଟି କ୍ଷେତ୍ରରେ ପଛୁଆ ହୋଇରହିଯାଇଛି ବୋଲି ବିଜେପି ରାଜ୍ୟ ସାଧାରଣ…

ହତାଶ ବିଜେପି କର୍ମୀଙ୍କ ମନୋବଳ ବଢାଇବାକୁ ମାମୁଲି ପ୍ରସଙ୍ଗ: ବିଜେଡ଼ି ମୁଖପାତ୍ର

ଭୁବନେଶ୍ୱର: ଅଗଷ୍ଟ ୩୦: ସାଧାରଣ ନିର୍ବାଚନ ଓ ପରବର୍ତ୍ତୀ ଉପନିର୍ବାଚନଗୁଡିକରେ ଲଗାତାର ପରାଜୟ ଯୋଗୁଁ ଓଡିଶା ବିଜେପି ନେତା ଓ କର୍ମୀମାନଙ୍କ ମନୋବଳ ଭାଙ୍ଗିବା ସହିତ ସେମାନେ ହତୋସିାହିତ ହୋଇପଡିଛନ୍ତି । ସେମାନଙ୍କୁ…

ମହିଳାଙ୍କୁ ସମାନ ସୁଯୋଗ ଦେବା ଓ ସଶକ୍ତ କରିବା ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ମୂଳ ସ୍ତମ୍ଭ; କେନ୍ଦ୍ରମନ୍ତ୍ରୀ…

ଭୁବନେଶ୍ୱର: ଜୁଲାଇ ୧୮: ସମାଜ ରେ ଯେ ପର୍ଯ୍ୟନ୍ତ ମହିଳା ମାନଙ୍କୁ ନେତୃତ୍ୱ ନେବାର ଅଧିକାର ଦିଆଯିବ ନାହିଁ ସେ ପର୍ଯ୍ୟନ୍ତ ମହିଳାଙ୍କ ସଶକ୍ତିକରଣ ଏବଂ ସମାଜର ଅଗ୍ରଗତି ହେବ ନାହିଁ । ଦଳର ପରିବର୍ଦ୍ଧିତ ରୂପ ଦେବା ତଥା ଦଳର…

ସରିଲା ରାଜ୍ୟସଭା ନିର୍ବାଚନ; ତଥାପି ଆଞ୍ଚଳିକ ଦଳ ଉପରେ ଭରସା କରିବେ ମୋଦି

ଭୁବନେଶ୍ୱର : ଜୁନ ୨୦:ରାଜ୍ୟସଭା ନିର୍ବାଚନ ଶେଷ ହୋଇଛି । ୮ଟି ରାଜ୍ୟର ୧୯ଟି ଆସନରୁ ବିଜେପି ୮ଟି ଆସନରେ ବିଜୟୀ ହୋଇଛି । ପୂର୍ବରୁ ତିନି ଜଣ ବିଜେପି ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି କର୍ଣ୍ଣାଟକରୁ । ଏବେ…

ସହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି: ୨ ଦିନ ପାଇଁ ରାଜନୈତିକ କାର୍ଯ୍ୟକ୍ରମ ବନ୍ଦ ରଖିବ ବିଜେପି

ଭୁବନେଶ୍ୱର : ଜୁନ ୧୮:ଭାରତ ସୀମା ଗଲୱାନ୍‌ ଘାଟୀରେ ଭାରତ-ଚୀନ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ସହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଆସନ୍ତା ୨ ଦିନ ଯାଏଁ ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ ବନ୍ଦ…