ଦେଶ- ବିଦେଶ ଟୁଇଟର୍ରେ ଭୁଲ୍ ତଥ୍ୟ ପ୍ରଦାନ କରି ଅଡ଼ୁଆରେ ସାଂସଦ ସୁଶୀଲ ମୋଦି Sep 27, 2021 ଦିଲ୍ଲୀ: ସେପ୍ଟେମ୍ବର ୨୭ : ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦି ଟୁଇଟର୍ରେ ଭୁଲ୍ ତଥ୍ୟ ପ୍ରଦାନ କରି ଅଡ଼ୁଆରେ ଫସିଛନ୍ତି । ସେ ଜଣେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ସାଂସଦ…