ଭୁବନେଶ୍ୱର ରେ ୨୪ ଘଣ୍ଟାରେ ୧୦୯ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୧୭୧ କୁ ବୃଦ୍ଧି
ଭୁବନେଶ୍ୱର : ଅଗଷ୍ଟ ୧୧: ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୨୪ ଘଣ୍ଟାରେ ୧୦୯ ଟି କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିରୁ, ୬୦ ଜଣ Quarantine ରେ ଥିଲେ ଏବଂ ୪୯ ଟି Local Contact Case I ଏହାକୁ ମିଶାଇ,…