ଓଡ଼ିଶା ରାଜଧାନୀରୁ ଜବତ ହେଲା ୧୨ କୋଟି ଟଙ୍କାର ସୁନା: ୪ ଗିରଫ Mar 2, 2022 ଭୁବନେଶ୍ୱର: ମାର୍ଚ୍ଚ ୦୨: ଆଜି ରାଜଧାନୀ ଭୁବନେଶ୍ୱରରୁ ୧୨ କୋଟି ଟଙ୍କାର ସୁନା ଜବତ ହୋଇଛି । ଏଥିସହିତ ଲିଙ୍କ୍ ୪ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ମୁମ୍ବାଇରୁ କୋଣାର୍କ ଏକ୍ସପ୍ରେସରେ ଆସିଥିବା ୪ଜଣ…