ସଟଡାଉନ ହେବନି ଭୁବନେଶ୍ୱର: ଦୈନିକ ୨୫୦୦ ଆଣ୍ଟିଜେନ ଟେଷ୍ଟ ସପ୍ତାହ ଭିତରେ ଆରମ୍ଭ
ଭୁବନେଶ୍ୱର: ଜୁଲାଇ ୭:ରାଜଧାନୀରେ ସଟଡାଉନ ହେବନି । ସବୁ ଗୁଜବ ପ୍ରଚାରରେ ପଡ଼ିଛି ପୂର୍ଣ୍ଣଛେଦ । ବିଭିନ୍ନ ସୋସିଆଲ ମିଡିଆରେ ଏହି ଖବର ଘୁରିବୁଲିଥିଲା । ଆଖି ପିଛୁଳାକେ ପୂରା ସହର ସାରା ପ୍ରଚାରିତ ହୋଇଯାଇଥିବା ବେଳେ…