ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧,୯୦,୫୩୫ କୁ ବୃଦ୍ଧି; ସାରା ବିଶ୍ୱରେ ସପ୍ତମ ସ୍ଥାନରେ ଭାରତ
ଭୁବନେଶ୍ୱର: ଜୁନ ୦୧: ଭାରତ ରେ କରୋନା ରୋଗୀ ଙ୍କ ସଂଖ୍ୟା ୧,୯୦,୫୩୫ ରେ ପହଁଚିଲା I
ଗତ କାଲି ପର୍ଯ୍ୟନ୍ତ, ଦେଶର ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ଥିଲା ୧,୮୨,୧୪୩ I ତେଣୁ, ମାତ୍ର ୨୪ ଘଣ୍ଟାରେ, ୮,୩୯୨ ଜଣ କରୋନା ଆକ୍ରାନ୍ତ…