ଖେଳ ପାରାଅଲମ୍ପିକ୍ସ: ସୁଟିଂରେ ପ୍ରଥମ ସ୍ୱର୍ଣ୍ଣ ଜିତିଲେ ଅବନୀ Aug 30, 2021 ଦିଲ୍ଲୀ: ଅଗଷ୍ଟ ୩୦: ଟୋକିଓରେ ଚାଲୁଥିବା ପାରାଅଲମ୍ପିକ୍ସରେ ଅବନୀ ଲେଖରା ସୁଟିଂରେ ପ୍ରଥମ ସ୍ଥାନ ଅଧିକାର କରି ଭାରତକୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଛନ୍ତି । ଏହାସହ ସେ ଭାରତ ପାରାଅଲମ୍ପିକ୍ସ ସୁଟିଂ ଖେଳରେ ପ୍ରଥମ ସ୍ୱର୍ଣ୍ଣ…