ଓଡ଼ିଶା ଏୟାର୍ ମାର୍ଶଲ ଦିଲ୍ଲୀପ ପଟ୍ଟନାୟକ ପାଇଲେ ‘ଅତି ବିଶିଷ୍ଟ’ ସମ୍ମାନ Nov 22, 2021 ଭୁବେଶ୍ୱର: ନଭେମ୍ବର ୨୨: ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଥିବା ପ୍ରତିରକ୍ଷା ବିନିଯୋଗ ସମାରୋହରେ ଜଣେ ଓଡ଼ିଆ ବାୟୁସେନା ଅଧିକାରୀ ସମ୍ମାନିତ ହୋଇଛନ୍ତି । ସେ ହେଲେ ଏୟାର ମାର୍ଶଲ ଦିଲ୍ଲୀପ ପଟ୍ଟନାୟକ । ରାଷ୍ଟ୍ରପତି…